ଇସ୍ରୋର ମିଶନ ମୁନକୁ ଆଉ ଏକ ସଫଳତା : ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଇସ୍ରୋର ପୂର୍ବ ଆକଳନ ପରି ଆଜି ଅର୍ବିଟରରୁ ଅଲଗା ହୋଇଯାଇଛି ଲାଣ୍ଡର ବିକ୍ରମ । ଚନ୍ଦ୍ର ଅଭିଯାନରେ ଚନ୍ଦ୍ର ଯାନ ୨ରୁ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ସବୁଠାରୁ ଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଯାହାକୁ ସଫଳତାର ସହ ସଂପାଦନ କରିଛି ଇସ୍ରୋ … Continue reading ଇସ୍ରୋର ମିଶନ ମୁନକୁ ଆଉ ଏକ ସଫଳତା : ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ